ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ପୁଟଗାଡିଆ ନିକଟରେ ଏକ ଆମ୍ବ ବଗିଚା ରୁ ଶାଳ ଓ ଶାଗୁଆନ କାଠ ଜବତ କଲା ବନବିଭାଗ । ସୂଚନା ଯେ, ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକ ଖବର ପାଇ କର୍ମଚାରୀଙ୍କୁ ନେଇ ଚଢ଼ାଉ କରି ୨.୦୬୭୭ ଘନ ମିଟର ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ କରିଛନ୍ତି । ସଂପୃକ୍ତ କାଠ ବ୍ୟବସାୟୀ ଫେରାର ରହିଛି ।
