ଛେଣ୍ଡିପଦା : ହାତୀ ସୁରକ୍ଷା ପାଇଁ ସଚେତନତା ରାଲି ସହ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡାର ମା’ ବାୟାଣୀ ପୀଠକୁ କାଚ-ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଗୋଳ ଡିଏଫଓଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନଙ୍କ ତତ୍ତ୍ୱାବଧାନରେ ଦେବନଗର ଜଙ୍ଗଲ ନିକଟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକ ପକାଇଥିବା କାଚ ବୋତଲ, ପ୍ଲାଷ୍ଟିକକୁ ବନ କର୍ମଚାରୀମାନେ ସଫା କରିଥିଲେ। କାଚ ବୋତଲ ଯୋଗୁଁ ହାତୀ ଆହତ ହେଉଥିବାରୁ ଜଙ୍ଗଲକୁ କାଚ-ପ୍ଲାଷ୍ଟିକ ନ ନେବାକୁ ସଚେତନ କରାଯାଇଥିଲା।
JINDAL PANTHAER

Elephant Safety Week
ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ପାଇଁ କାଚ-ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କାର୍ଯ୍ୟକମ