
କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଥାନା ଖିଣ୍ତ ଗ୍ରାମ ନିକଟରେ TATA IC ଗାଡି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ମାମୁଁ ଓ ଭଣଜା ଗୁରୁତର ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମାମୁଁ ଜିତେନ୍ଦ୍ର ସାମଲ ଅବସ୍ଥା ସଂଙ୍କଟାପର୍ନ ଥିବାରୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ସ୍ଥାନରିତ କରାଯାଇଛି ।ରେଙ୍ଗାଳୀ ପୋଲିସ ୨ଟି ଗାଡି ଜବତ କରିବା ସହ ଛାନଭିନ୍ ଚଳାଇଛି ।