Author: Bhagirathi Today

୯୫ ହଜାର ଟଙ୍କା ନେଇଥିଲେ, ଚାକିରୀ ମାଗିବାରୁ ପଥରରେ ଛେଚି ହତ୍ୟା

ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଜଙ୍ଗଲରେ ଅଭାବନୀୟ ଘଟଣା । ହିଙ୍ଗୁଳା ମାଇନ୍ସ ରେ ଚାକିରୀ କରେଇ ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରୀ ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ ଆଜି ଘଟଣାର ପର୍ଦାଫାସ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରୀ […]

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ସପ୍ତାହ

ଅନୁଗୁଳ:  ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ଅବସରରେ ଗୋଟିଏ ସପ୍ତାହ ଧରି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ଆଇସିଡିଏସର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲିଙ୍ଗଗତ ସମାନତା ବିଷୟରେ ସଚେତନତା ସୃଷ୍ଟି କରିବା, ସମାଜରେ ଝିଅମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ଝିଅମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା […]

ବାଗଡ଼ିଆ ସର୍ବ ଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ

ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଦିବାରାତ୍ର ସର୍ବଭାରତୀୟ ଭଳିବଲ ଉଦଯାପନୀ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଆନନ୍ଦ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେଇଥିବା ବେଳେ ୨ଦିନ ଧରି ଦିବାରାତ୍ର ଖେଳ ହୋଇଥିଲା। ଅନ୍ୟତମ ଅତିଥି ଭାବେ ପାଲଲହଡା,ଅନୁଗୋଳ ଓ ଛେଣ୍ତିପଦା ବିଧାୟକ ଯୋଗଦେଇ ଖେଳାଳୀ ଓ ଖେଳ ପ୍ରେମୀଙ୍କୁ ଉସ୍ଚାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ୍ […]

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପକ୍ଷରୁ ନିଯୁକ୍ତି ମେଳା

କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ର ମୋହନ ଗୃହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ , ବିଡ଼ିଓ ଦେବଦତ୍ତ ପ୍ରଧାନ ପ୍ରମୁଖ ଯୋଗାଇ ଏହି ନିଯୁକ୍ତି ମେଳାରେ ବ୍ଲକ୍ ର ପାଠପଢି ବେକାର ଥିବା ଯୁବକ ଯୁବତୀଙ୍କୁ ସ୍ବଳ୍ପ କାଳୀନ ଓ ଦୀର୍ଘ ମିଆଦୀ ପ୍ରଶିକ୍ଷଣ […]

ମା’ ଭଣେଶ୍ବରୀଙ୍କ ବାର୍ଷିକ ପୂଜା , ଯୋଗ ଦେଲେ ବିଧାୟକ

କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ୍‌ର ବାଲିପଟ୍ଟା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଣେଶ୍ବରୀ ଠାକୁରାଣୀଙ୍କର ବାର୍ଷିକ ପୂଜା ଗ୍ରାମବାସୀଙ୍କ ସହେଯାଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି । ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ମାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀଙ୍କ ଆଲମ ଓ ପୂଜାରେ ବ୍ୟବହୃତ ଭୋଗ ସାମଗ୍ରୀ ଗ୍ରାମ କୋଠଘର ଠାରୁ ଏକ ବିରାଟ ପାଟପଟୁଆରରେ ବାହରି ଗ୍ରାମ ପରିକ୍ରମା କରିବା ସହିତ ମା’ […]

ଜରପଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ,ଯୋଗ ଦେଲେ ବିଧାୟକ

ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଜରପଡା ସରସ୍ବତୀ ଶିଶୁ ମନ୍ଦିର ରେ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅତିଥିଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା , ସମ୍ବଲପୁର ସାଂସଦ ପ୍ରତିନିଧି ବିଜୟୀ କୁମାର ମାଝୀ ,ଛେଣ୍ତିପଦା ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୁର୍ଚ୍ଚା ସଭାପତି ସରୋଜ କୁମାର ଦେବତା ପ୍ରମୁଖ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୁତ କରିବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଅତିଥି ମାନେ ଦିଗଦର୍ଶନ […]

ବାଣ ବିସ୍ଫୋରଣରେ ବାଣ ଫୁଟାଳୀ ମୃତ୍ୟୁ

କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଂଠିଆ ଗ୍ରାମରେ ଅଭନୀୟ ଘଟଣା । ବାଣ ଫୁଟାଉ ଥିବା ବେଳେ ବାଣ ବିସ୍ଫୋରଣରେ ବାଣ ଫୁଟାଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ସୂଚନା ଯେ, ରେଙ୍ଗାଳି ଥାନା ଗେଙ୍ଗୁଟିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନ ବେଳେ ବାଣ ଫୁଟାଳୀ ଜଣକ ବାଣ ଫୁଟାଉଥିଲେ । ତୋପ ବାଣକୁ ଏକ ଷ୍ଟାଣ୍ଡରେ ରଖି ନିଆଁ ଲଗାଉଥିବା ବେଳେ ଅସାବଧାନତା ଜଗୁ ଷ୍ଟାଣ୍ଡ ଟି ସାମାନ୍ୟ ଢଳି ପଡି […]

୭ ଆନ୍ତଜିଲା ଡ଼କାୟତ, ବନ୍ଧୁକ ଓ ଖଣ୍ତା ଜବତ

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ପୋଲିସକୁ ବଡ଼ ସଫଳତା l ୭ ଆନ୍ତଜିଲା ଡକାୟତ ଗାଙ୍ଗକୁ କାବୁ କଲା ଛେଣ୍ଡିପଦା ପୋଲିସ l ଅନୁଗୋଳ ଜିଲ୍ଲାର ୧୧ଟି ଥାନା ସମେତ ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, ପାଣିକୋଇଲି ଅଞ୍ଚଳରେ ଡକାୟତ କରିଥିବା ସୂଚନା l ଉକ୍ତ ଡକାୟତ ଗ୍ୟାଙ୍ଗ ମଧ୍ୟରୁ ୩ଜଣଙ୍କର ଛେଣ୍ଡିପଦା ଥାନା ଅଞ୍ଚଳରେ ଡକାୟତ କରିଥିବା ସୂଚନା l ସେମାନଙ୍କ ମଧ୍ୟରୁ ୨ଜଣ ଡକାୟଙ୍କୁ ନେଇ ସିନରିକ୍ରିଏସନ କରିଛି ପୋଲିସ l ସୂଚନା ଯେ […]

ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ

ଛେଣ୍ଡିପଦା: ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ ରମାକାନ୍ତ ମାହାଳିକୀ । ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ କୋଶଳା ଜଙ୍ଗଲ ନିକଟରେ ସ୍କୁଟିରୁ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ଛେଣ୍ତିପଦାରୁ କାର୍ଯ୍ୟ ସାରୁ ଅନୁଗୋଳ ଫେରୁଥିବା ବାଟରେ ଦୁର୍ଘଟଣା ଦେଖି ଅଟକିବା ସହ ନିଜ ଗାଡ଼ି ବସାଇ କୋଶଳା ମେଡ଼ିକାଲରେ ଗୁରୁତର ଆହତ ଯୁବକ ଧନେଶ୍ୱର ହନୁମାନଙ୍କୁ ଭର୍ତ୍ତି କରାଇଛନ୍ତି । ଧନେଶ୍ୱରଙ୍କ ମୁଣ୍ଡ , କାନ୍ଧ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଆହତଙ୍କ […]

ଅଙ୍ଗନବାଡି କର୍ମୀମାନଙ୍କୁ ଯୁବକଙ୍କ ଅସଦାଚରଣ ସହ ସ୍କୁଲ ଗେଟ୍ ପକେଇଲେ ତାଲା ,୬ଘଣ୍ଟା ପରେ ହେଲେ ଉଦ୍ଧାର

ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପିମ୍ପଳବାହାଳ ଗାଁରେ ଯୁବକଙ୍କ ଉନ୍ମୋତକାଣ୍ଡ ଅଙ୍ଗନବାଡି କର୍ମୀମାନଙ୍କୁ ଅସଦାଚରଣ ସହ ପକେଇଲେ ତାଲା । ସୂଚନା ଯେ , ଆଜି ୧୫ଅଧିକ ଅଙ୍ଗନବାଡ଼ି ବୈଠକ କରୁଥିବା ବେଳେ ସେହି ଗ୍ରାମର ଯୁବକ ପିଣ୍ଟୁ ମହାପାତ୍ର ମଦ୍ୟପାନ କରି ପ୍ରଥମେ ଗାଳିଗୁଲଜ ପରେ ଫୋଟ ଉଠାଇବାକୁ ବାଧ୍ୟ କରିଥିଲେ । ଅଙ୍ଗନବାଡ଼ି କର୍ମୀମାନେ ବିରୋଧ କରିବାରୁ ଯୁବକ ଜଣକ ତାଲା ପକାଇ ଦେଇଥିଲେ। ଅଙ୍ଗନବାଡି କର୍ମୀ ମାନେ ଛେଣ୍ଡିପଦା ସିଡିପିଓ ଙ୍କୁ […]