Category: ଜିଲ୍ଲା ଖବର

ଛେଣ୍ଡିପଦା ଓକିଲ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ମାଝୀ, ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ

ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ଧାରିତ ସମୟରେ ଶାନ୍ତି ଶୃଙ୍ଖଳାର ଶହ ମତଦାନ ହୋଇଥିବା ବେଳେ ସଭାପତି ଦୁର୍ଯ୍ୟୋଧନ ମାଝୀ ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ ବିଜୟୀ ହୋଇଛନ୍ତି ।ଓକିଲ ସଂଘ ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ ନିର୍ବାଚନ ପରିଚାଳନା କରୁଥିବା ବେଳେ ଚଳିତ ବର୍ଷ ସଭାପତି ପଦବୀରେ ଦୁର୍ଯ୍ୟୋଧନ ମାଝୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନଗେନ […]

ଜିନ୍ଦଲ ଫାଉଣ୍ଡେସନର ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ବିଶେଷ କରି ଜେଏସପିର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକରେ ଚକ୍ଷୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଲେପ୍ରା ସୋସାଇଟି ସହ ବୈଷୟିକ ସହଯୋଗରେ ଜାମୁନାଲି ଗାଁରେ ଜେଏସପିର ଭିପି-ମାଇନ୍ସ ଶ୍ରୀଯୁକ୍ତ ନୀରଜ କାଲ୍ଲା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି୍ଥିଲେ । ଜାମୁନାଲି ସରପଂଚ ଶ୍ରୀମତି ଶିଲା ପ୍ରଧାନଙ୍କ ସମେତ ଅନ୍ୟ ତୁଙ୍ଗ […]

୯୫ ହଜାର ଟଙ୍କା ନେଇଥିଲେ, ଚାକିରୀ ମାଗିବାରୁ ପଥରରେ ଛେଚି ହତ୍ୟା

ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଜଙ୍ଗଲରେ ଅଭାବନୀୟ ଘଟଣା । ହିଙ୍ଗୁଳା ମାଇନ୍ସ ରେ ଚାକିରୀ କରେଇ ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରୀ ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ ଆଜି ଘଟଣାର ପର୍ଦାଫାସ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରୀ […]

ବାଗଡ଼ିଆ ସର୍ବ ଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ

ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଦିବାରାତ୍ର ସର୍ବଭାରତୀୟ ଭଳିବଲ ଉଦଯାପନୀ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଆନନ୍ଦ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେଇଥିବା ବେଳେ ୨ଦିନ ଧରି ଦିବାରାତ୍ର ଖେଳ ହୋଇଥିଲା। ଅନ୍ୟତମ ଅତିଥି ଭାବେ ପାଲଲହଡା,ଅନୁଗୋଳ ଓ ଛେଣ୍ତିପଦା ବିଧାୟକ ଯୋଗଦେଇ ଖେଳାଳୀ ଓ ଖେଳ ପ୍ରେମୀଙ୍କୁ ଉସ୍ଚାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ୍ […]

ଜରପଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ,ଯୋଗ ଦେଲେ ବିଧାୟକ

ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଜରପଡା ସରସ୍ବତୀ ଶିଶୁ ମନ୍ଦିର ରେ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅତିଥିଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା , ସମ୍ବଲପୁର ସାଂସଦ ପ୍ରତିନିଧି ବିଜୟୀ କୁମାର ମାଝୀ ,ଛେଣ୍ତିପଦା ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୁର୍ଚ୍ଚା ସଭାପତି ସରୋଜ କୁମାର ଦେବତା ପ୍ରମୁଖ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୁତ କରିବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଅତିଥି ମାନେ ଦିଗଦର୍ଶନ […]

ବାଣ ବିସ୍ଫୋରଣରେ ବାଣ ଫୁଟାଳୀ ମୃତ୍ୟୁ

କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ଗେଂଠିଆ ଗ୍ରାମରେ ଅଭନୀୟ ଘଟଣା । ବାଣ ଫୁଟାଉ ଥିବା ବେଳେ ବାଣ ବିସ୍ଫୋରଣରେ ବାଣ ଫୁଟାଳୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।ସୂଚନା ଯେ, ରେଙ୍ଗାଳି ଥାନା ଗେଙ୍ଗୁଟିଆ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବାହାଘର ପ୍ରସେସନ ବେଳେ ବାଣ ଫୁଟାଳୀ ଜଣକ ବାଣ ଫୁଟାଉଥିଲେ । ତୋପ ବାଣକୁ ଏକ ଷ୍ଟାଣ୍ଡରେ ରଖି ନିଆଁ ଲଗାଉଥିବା ବେଳେ ଅସାବଧାନତା ଜଗୁ ଷ୍ଟାଣ୍ଡ ଟି ସାମାନ୍ୟ ଢଳି ପଡି […]

ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ

ଛେଣ୍ଡିପଦା: ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ ରମାକାନ୍ତ ମାହାଳିକୀ । ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ କୋଶଳା ଜଙ୍ଗଲ ନିକଟରେ ସ୍କୁଟିରୁ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ଛେଣ୍ତିପଦାରୁ କାର୍ଯ୍ୟ ସାରୁ ଅନୁଗୋଳ ଫେରୁଥିବା ବାଟରେ ଦୁର୍ଘଟଣା ଦେଖି ଅଟକିବା ସହ ନିଜ ଗାଡ଼ି ବସାଇ କୋଶଳା ମେଡ଼ିକାଲରେ ଗୁରୁତର ଆହତ ଯୁବକ ଧନେଶ୍ୱର ହନୁମାନଙ୍କୁ ଭର୍ତ୍ତି କରାଇଛନ୍ତି । ଧନେଶ୍ୱରଙ୍କ ମୁଣ୍ଡ , କାନ୍ଧ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଆହତଙ୍କ […]