Category: Angul news

ଖଣ୍ତାରେ ଆକ୍ରମଣ ,ପିସ୍ତଲ ଦେଖାଇ ୪୯ ଜହାର ଟଙ୍କା ଲୁଟ୍

ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କମ୍ପସଲା ଗ୍ରାମ ନିକଟରେ ଜନ ସେବା କେନ୍ଦ୍ର ମାଲିକକୁ ଖଣ୍ତାରେ ଆକ୍ରମଣ ,ପିସ୍ତଲ ଦେଖାଇ ୪୯ ଜହାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ । ସୂଚନା ଯେ , କମ୍ପସଲା ଠାରେ କେନ୍ଦୁପସି ଗାଁର ଯୁବକ ଜିତେନ୍ଦ୍ର କୁମାର ସାହୁ ପ୍ରତେକ ଦିନ ପରି ଘରକୁ ଫେରୁଥିବା ବାଟରେ ଏକ ବାଇକ୍ ରେ ୨ଜଣ ଦୁର୍ବୁତ୍ତ ଖଣ୍ତାରେ ହାଣିବାସହ ପିସ୍ତଲ ଦେଖାଇ ଲାଫଟପ୍ , କାଗଜପତ୍ର ଓ ନଗଦ ୪୯ […]

ଭାଲୁ ଆକ୍ରମଣ ଜଣେ ଗୁରୁତର

ଛେଣ୍ତିପଦା: ଅନୁଗୋଳ ଜିଲ୍ଲାର ଜରପଡା ବନାଞ୍ଚଳ ପରା ବନଦୁର୍ଗା ମନ୍ଦିର ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସେହି ଗାଁର ସୁମନ୍ତ ପ୍ରଧାନ ।ସୂଚନା ଯେ, ସୁମନ୍ତ ସଖାଳ ସମୟରେ ଗ୍ରମର ବନଦୁର୍ଗା ମନ୍ଦିର ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଗାକୁ ଆସିଥିବା ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଆହତ ଅବସ୍ଥାରେ ଲୋକମାନେ ଉଦ୍ଧାର […]