କଣିହାଁ :ସରକାରଙ୍କ ବିଭିନ୍ନ ବିଭାଗରେ ଜାଲ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି କରିଥିବା ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଉଥିବା ବେଳେ ଅନୁଗୋଳ ଜିଲ୍ଲା ରେଙ୍ଗାଳି ଓଏଚପିସିର ମାନବ ସମ୍ବଳ ଅଧିକାରିଣୀ ନୀଳିମା ଦେବନାଥଙ୍କ ଜାଲ ଜାତି ପ୍ରମାଣପତ୍ର ଘଟଣା । ସେ ତାଙ୍କ ଚାକିରୀ ଆରମ୍ଭରେ ଏକ ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ଚାକିରୀ କରିଥିବା ନେଇ ଦୁଇଜଣ ସୂଚନା ଅଧିକାର କର୍ମୀ ୨୦୧୬ମସିହା ରେ ଏକ କେସ କରିଥିଲେ |ଏହି କେସର ତଦନ୍ତ […]
Category: chhendipada news
୨ଟି ଦେଶୀ ବୋମା ଜବତ, ଜଣେ ଶିକାରୀ ଗିରଫ
କଣିହାଁ :ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ବଡଗୁଣ୍ତୁରୀ ଜଙ୍ଗଲ ନିକଟରେ ବନବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ୍ କରୁ ଥିବା ୨ଟି ଦେଶୀ ହାତ ତିଆରି ବୋମା ଜବତ ସହ ଜଣେ ଶିକାରୀ ଗିରଫ ହୋଇଛି । ଶିକାରୀ ଜଣକ ହେଲେ ଜାମୁଜେଳୀ ଗାଁର ଲିପୁ ଗଡନାୟକ । ସୂଚନା ଯେ , ବନବିଭାଗ କର୍ମଚାରୀ କିଛି ଦିନ ହେବ ଖବର ପାଇ ବଡଗୁଣ୍ତୁରୀ ଅଞ୍ଚଳରେ ପେଟ୍ରୋଲିଙ୍ଗ୍ କରୁଥିବା ବେଳେ ଶିକାରୀ ଜଣଙ୍କୁ ଗିରଫ କରିବା ସହ ୨ଟି […]
ରୁଙ୍ଗୁଟା କମ୍ପାନୀ ପକ୍ଷରୁ ଗଛ ଚିହ୍ନଟକୁ ଗ୍ରାମବାସୀଙ୍କ ବିରୋଧ
ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବଡ଼ବେରେଣା ଜଙ୍ଗଲରେ ରୁଙ୍ଗୁଟା କମ୍ପାନୀ ପକ୍ଷରୁ କୋଇଲା ଖଣି ପାଇଁ ଗଛ କାଟିବା ପୂର୍ବରୁ ଚିହ୍ନଟ ପ୍ରକିୟାକୁ ନେଇ ଗ୍ରାମବାସୀଙ୍କ ବିରୋଧ ଦେଖିବାକୁ ମିଳିଛି lସୂଚନା ଯେ ,ଅଳକାନନ୍ଦା କୋଲ ବ୍ଲକକୁ ରୁଙ୍ଗୁଟା କମ୍ପାନୀକୁ କୋଇଲା ଉତ୍ତୋଳନ ପାଇଁ ନିଲାମ ଦିଆଯାଇଛି। କମ୍ପାନୀ ପକ୍ଷରୁ କଙ୍କୁରପାଳ, ବଡ଼ବେରଣା, ଶାଳଖମଣ, ବାହାଳସାହି ଜଙ୍ଗଲ, ଗୋଳାଗାଡ଼ିଆ ଜଙ୍ଗଲ ମୌଜାରେ ଜମିଅଧିଗ୍ରହଣ ଆରମ୍ଭ ହୋଇଛି। ତେବେ ଅଗାମୀ ଦିନରେ ଗଛ କଟା ପାଇଁ କମ୍ପାନୀ […]
ଛେଣ୍ଡିପଦା ଓକିଲ ସଙ୍ଘ ସଭାପତି ଦୁର୍ଯ୍ୟୋଧନ ମାଝୀ, ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ
ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା ଓକିଲ ସଙ୍ଘ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ନିର୍ଧାରିତ ସମୟରେ ଶାନ୍ତି ଶୃଙ୍ଖଳାର ଶହ ମତଦାନ ହୋଇଥିବା ବେଳେ ସଭାପତି ଦୁର୍ଯ୍ୟୋଧନ ମାଝୀ ସମ୍ପାଦକ ଅଶୋକ କୁମାର ଦ୍ବିବେଦୀ ବିଜୟୀ ହୋଇଛନ୍ତି ।ଓକିଲ ସଂଘ ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ ଭୀମାକାନ୍ତ ଗଡ଼ନାୟକ ନିର୍ବାଚନ ପରିଚାଳନା କରୁଥିବା ବେଳେ ଚଳିତ ବର୍ଷ ସଭାପତି ପଦବୀରେ ଦୁର୍ଯ୍ୟୋଧନ ମାଝୀ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ନଗେନ […]
ମାମୁଁ ଓ ଭଣଜା ଗୁରୁତର
କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଥାନା ଖିଣ୍ତ ଗ୍ରାମ ନିକଟରେ TATA IC ଗାଡି ସହ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ମାମୁଁ ଓ ଭଣଜା ଗୁରୁତର ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମାମୁଁ ଜିତେନ୍ଦ୍ର ସାମଲ ଅବସ୍ଥା ସଂଙ୍କଟାପର୍ନ ଥିବାରୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟ ସ୍ଥାନରିତ କରାଯାଇଛି ।ରେଙ୍ଗାଳୀ ପୋଲିସ ୨ଟି ଗାଡି ଜବତ କରିବା ସହ ଛାନଭିନ୍ ଚଳାଇଛି ।
ଜିନ୍ଦଲ ଫାଉଣ୍ଡେସନର ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ସମାଜିକ ଶାଖା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ବିଶେଷ କରି ଜେଏସପିର ପାଶ୍ୱର୍ବର୍ତ୍ତୀ ଗାଁ ଗୁଡ଼ିକରେ ଚକ୍ଷୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଲେପ୍ରା ସୋସାଇଟି ସହ ବୈଷୟିକ ସହଯୋଗରେ ଜାମୁନାଲି ଗାଁରେ ଜେଏସପିର ଭିପି-ମାଇନ୍ସ ଶ୍ରୀଯୁକ୍ତ ନୀରଜ କାଲ୍ଲା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି୍ଥିଲେ । ଜାମୁନାଲି ସରପଂଚ ଶ୍ରୀମତି ଶିଲା ପ୍ରଧାନଙ୍କ ସମେତ ଅନ୍ୟ ତୁଙ୍ଗ […]
ନଦୀ ବୁଡ଼ ନିଖୋଜ ଘଟଣା, ୪ଦିନରେ ମିଳିଲା ମୃତ ଦେହ
କଣିହାଁ: ଅନୁଗୋଳ ଜିଲ୍ଲା ରେଙ୍ଗାଳୀ ଜଳ ଭଣ୍ଡାର ନଦୀର ତଳ ମୁଣ୍ଡରେ ଗାଧେଇବା ସମୟ ପାଣିରେ ବୁଡି ଅର୍ଜୁନ ସାହୁ ନିଖୋଜ ଘଟଣା ୪ଦିନରେ ମିଳିଲା ମୃତ ଦେହ । ସୂଚନା ଯେ, ରେଙ୍ଗାଳୀ ଖପରାଖୋଲ୍ ହଟିଙ୍ଗ୍ ର ଅର୍ଜୁନ ସାହୁ ନଦୀ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ପାୱାର ହାଉସ ଠାରୁ ୮୦୦ ରୁ ୯୦୦ ମିଟର ଦୂରରେ ଗାଧୋଉ ଥିବାଲେ ଫଳରେ ସ୍ଥାନୀୟ ଲୋକ କଣିହାଁ ଅଗ୍ନିଶମ ବିଭାଗ, […]
ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ ପକ୍ଷରୁ ନବୀନ ଜିନ୍ଦଲଙ୍କ ଜନ୍ମଦିନ
ଅନୁଗୋଳ : ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍ ପାୱାର (ଜେଏସପି)ର କର୍ମଚାରୀମାନେ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଏକତ୍ରିତ ହୋଇ ଜେଏସପିର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନ ବେଶ ଧୂମଧାମରେ ପାଳନ କରିଛନ୍ତି। ଏହି ଜନ୍ମଦିନ ଉତ୍ସବରେ ସାମାଜିକ ତଥା ସୁସ୍ଥ ସ୍ୱାସ୍ଥ୍ୟଗଠନ ସମ୍ପର୍କିତ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।ଏହି ଅବସରରେ ଦେବଭୂମି ସ୍ଥିତ ଜିନ୍ଦଲ ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ସହିତ ଉତ୍ସବ ଆରମ୍ଭ ହୋଇଥିଲା। ସକାଳେ, ଜେଏସପି ଅନୁଗୋଳ ପ୍ଲାଣ୍ଟର ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ […]
ଗାଁ ସଭାପତି ଚୟନ ପାଇଁ ଗୋଷ୍ଠୀ ସଂଘର୍ଷ , ୩ଜଣ ଆହତ , ଜଣେ ଗୁରୁତର
କଣିହାଁ:ଅନୁଗୋଳ ଜିଲ୍ଲା କଣିହାଁ ଥାନା ଡେରେଙ୍ଗମଝୀସାହି ଗ୍ରାମ ରେ ସଭାପତି ଚୟନ ସମୟରେ ଗୋଷ୍ଠୀ ସଂଘର୍ଷ । ଉଭୟ ଗୋଷ୍ଠୀ ମଧ୍ୟରେ ୩ଜଣ ଆହତ ହୋଇଥିବା ବେଳେ ସେହି ଗାଁରେ ଯୁବକ ଅଜିତ ଗୁରୁତର ଆହତ ।ପ୍ରଥମେ କଣିହାଁ ପରେ କଟକ ସ୍ଥାନାନ୍ତରିତ ହୋଇଥିବା ସୂଚନା ରହିଛି । ଫଳରେ ଉଭୟ ଗୋଷ୍ଠୀ ଥାନା ଦ୍ବାରସ୍ଥ ହୋଇଛନ୍ତି । ସୂଚନା ଯେ , ବର୍ତ୍ତମାନ ପ୍ରଶ୍ନନ ନାଏକ ସଭାପତି ରହିଛନ୍ତି ।ଗ୍ରାମର ନିୟମ ଅନୁଯାୟୀ ପ୍ରତି ୩ମାସରେ […]
ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ଜେସିବି ଓ ହାଇଓ୍ବା ଅଟକ କଲେ ଗ୍ରାମବାସୀ
କଣିହାଁ :ଅନୁଗୋଳ ଜିଲ୍ଲା କଣିହାଁ ତହସିଲ ଅଧିନସ୍ଥ ସୁଲେଇପାଳ ଗାଁରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଚାଲାଣ ସମୟରେ ଜେସିବି ଓ ହାଇଓ୍ବା ଅଟକ କଲେ ଗ୍ରାମବାସୀ । ସୂଚନା ଯେ , ବ୍ରାହ୍ମଣୀ ନଦୀ ର ସୁଲେଇପାଳ ବାଲିଘାଟ ନିଲାମ ହୋଇନଥିବା ବେଳେ ବେଆଇନ ଭାବେ ବାଲି ମାଫିଆ ମାନେ ପ୍ରତ୍ୟେକ ଦିନ ହାଇଓ୍ବା ଗାଡ଼ି ରେ ବାଲି ଚୋରା ଚାଲାଣ କରୁଥିବା ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ କର୍ଣ୍ଣପାତ […]