ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ମେଡିକାଲ ଛକରେ କାର ଧକ୍କା ମହିଳା ଗୁରୁତର ହୋଇଥିବା ବେଳେ ଭାଙ୍ଗିଲା ଦୋକାନ । ଗୁରୁତର ଆହତ ମହିଳା ଜଣଙ୍କ ରେଙ୍ଗାଳୀ ଥାନା କୁଳୁମା ଗାଁର ଲକ୍ଷ୍ମୀ ସେଠୀ । ସୂଚନା ଯେ, କାର ଟି ଅନୁଗୋଳ ରୁ କାକୁଡିଆ ଅଭିମୁଖେ ଯାଉଥିବା ସମୟରେ କୋଶଳା ମେଡିକାଲ ଛକରେ ଭାରସାମ୍ୟ ହରାଇ ରାସ୍ତା କଡରେ ବସ୍ କୁ ଅପେକ୍ଷା କରିଥିବା ମହିଳା କୁ ପ୍ରଥମେ ଧକ୍କା ଦେଇଥିବା […]
Category: chhendipada news
ଜରପଡା ଶାଳ ଓ ଶାଗୁଆନ କାଠ ଜବତ
ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଜରପଡା ବନାଞ୍ଚଳ ପୁଟଗାଡିଆ ନିକଟରେ ଏକ ଆମ୍ବ ବଗିଚା ରୁ ଶାଳ ଓ ଶାଗୁଆନ କାଠ ଜବତ କଲା ବନବିଭାଗ । ସୂଚନା ଯେ, ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକ ଖବର ପାଇ କର୍ମଚାରୀଙ୍କୁ ନେଇ ଚଢ଼ାଉ କରି ୨.୦୬୭୭ ଘନ ମିଟର ମୂଲ୍ୟବାନ ଶାଳ ଓ ଶାଗୁଆନ କାଠ ଜବତ କରିଛନ୍ତି । ସଂପୃକ୍ତ କାଠ ବ୍ୟବସାୟୀ ଫେରାର ରହିଛି ।
କାଳୀ ମନ୍ଦିରରୁ ଲକ୍ଷ୍ୟାଧିକ ଟଙ୍କାର ସମ୍ପତ୍ତି ଚୋରି
ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କୋଶଳା ଗ୍ରାମର କଇଥଢିପ କାଳୀ ମନ୍ଦିରରରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସୂଚନା ଯେ, ମନ୍ଦିର ରେ ଆଜି ପୂଜକ ପୂଜା କରି ଆସିବାରୁ ମନ୍ଦିର ତାଲା ଭାଙ୍ଗି ଦୁର୍ବୁତ୍ତ ମନ୍ଦିର ଥିବା ସୁନା ଗହଣା ଓ ପିତଳ ସାମଗ୍ରୀ ଚୋରି କରି ନେଇଥିବା ବେଳେ ଏହାର ମୂଲ୍ୟ ଲକ୍ଷ୍ୟାଧିକ ଟଙ୍କାର ହେବ ବୋଲି ଜଣାପଡିଛି । ଫଳରେ ଦଣ୍ତନୃତ୍ୟ କରୁଥିବା କରୁଥିବା କଳାକାର ମାନେ ମନ୍ଦିର […]
ଚୋରା ବାୟୋ ଡିଜେଲ ଟ୍ୟାଙ୍କର ଜବତ କଲେ ଉପଜିଲ୍ଲାପାଳ
କଣିହାଁ:ଅନୁଗୋଳ ଜିଲ୍ଲା ଏନଟିପିସି ଥାନା ଅଞ୍ଚଳରୁ ଚୋରା ଡିଜେଲ ଟ୍ୟାଙ୍କର ଜବତ କଲା ତାଳଚେର ଉପଜିଲ୍ଲାପାଳ । ଦିର୍ଘ ଦିନ ହେବ ତାଳଚେର ଅଞ୍ଚଳରୁ ବିଭିନ୍ନ କୋଇଲା ଖଣିରୁ ଚୋରି ହେଉଥିବା ଡିଜେଲ ଟ୍ୟାଙ୍କର ମାଧ୍ୟମରେ କଣିହାଁ ଅଞ୍ଚଳରେ ବିକ୍ରୀ ହେଉଛି । ଏବଂ ଏନେଇ ଅନେକ ବାର ଅଭିଯୋଗ ମଧ୍ୟ ହୋଇଛି ।ତାଳଚେର ଉପଜିଲ୍ଲାପାଳ ଏକ ଜରୁରୀ କାର୍ଯ୍ୟରେ କଣିହାଁ ଯାଉଥିବା ସମୟରେ ରାସ୍ତା ଅବରୋଧ କରି ଅନ୍ୟ ଏକ ପାଉଁଶ ବୋଝେଇ ଟ୍ରକରେ ଡିଜେଲ […]
୯୩ ବର୍ଷୀୟ ବୃଦ୍ଧାକୁ ମିଳୁନାହିଁ ୩୫୦୦ ଟଙ୍କା ଭତ୍ତା
ଛେଣ୍ତିପଦା :ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ କୋଶଳା ପଞ୍ଚାୟତରେ ଅଭାବନୀୟ ବ୍ୟବସ୍ଥା । ସରକାର ବଦଳିଲେ ସତ ବଦଳିନାହିଁ ବ୍ୟବସ୍ଥା ଚାଲିଛି ବ୍ଲକ୍ ଅଧିକାରୀଙ୍କ ମନାମାନି । ୯୩ ବର୍ଷୀୟ ବୃଦ୍ଧା ପାଉ ନାହାଁନ୍ତି ୩୫୦୦ ଟଙ୍କା ଭତ୍ତା । ବୃଦ୍ଧାଙ୍କୁ ପଞ୍ଚାୟତ ଅଧିକାରୀ ନାଲି ଆଖି ଦେଖାଉଥିବା ଅଭିଯୋଗ । ସୂଚନା ଯେ, ମୋହନ ସରକାର ୮୦ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ଦେଉଥିବା ବେଳେ କୋଶଳା ପଞ୍ଚାୟତର ୯୩ ବର୍ଷୀୟ ସାଇବାଣୀ ସେଠୀ […]
ବୁଲେଟ୍ ଧକ୍କାରେ ସ୍କୁଟି ଚାଳକ ମୃତ
କଣିହାଁ: ଅନୁଗୋଳ ଜିଲ୍ଲା ସମଲ ଥାନା ବିଲିଣ୍ତା ଗ୍ରାମ ନିକଟରେ ବୁଲେଟ ଧକ୍କାରେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି ।ମୃତକ ହେଲେ ସାନଟିପୋ ଗ୍ରାମର କେଶବ ଚନ୍ଦ୍ର ସାହୁ । ସୂଚନା ଯେ , କେଶବ ବିଲିଣ୍ତା ଅଞ୍ଚଳକୁ ସ୍କୁଟିରେ ଯାଉଥିବା ବେଳେ ଗୋଡିବନ୍ଧ ରୁ ଆସୁଥିବା ଏକ ବୁଲେଟ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ କେଶବଙ୍କର ମୃତ୍ୟୁ ହୋଇଥିଲା । ସମଲ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ସହ ୨ ବାଇକ୍ କୁ […]
କଣିହାଁ ରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ
କଣିହାଁ: ଅନୁଗୋଳ ଜିଲ୍ଲାପାଳ ଅବ୍ଦାଲ ମୁହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ କଣିହାଁ ବ୍ଲକ ପବିତ୍ର ମୋହନ ଗୃହରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ଯୋଗ ଦେଇଥିଲେ। ଜନଶୁଣାଣୀ ଶିବିରରେ ମୋଟ ୮୯ ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୬୩ ଟି ବ୍ୟକ୍ତିଗତ ଓ ୨୬ ଟି ଗ୍ରମ୍ୟଭିତିକ ଅଭିଯୋଗର ଶୁଣାଣୀ ହୋଇଥିବା ବେଳେ ୮ ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ଜଣଙ୍କୁ ରେଡକ୍ରସ […]
Today Odisa
https://todayodia.com/
IPS 2025 Reinforces NTPC’s Commitment to Sustainable Power Generation
Angul: India’s largest integrated power utility, commenced its flagship event, the Indian Power Stations O&M Conference (IPS 2025) from 13th to 15th February 2025 at Raipur. The three-day conference, commemorating the synchronisation of the first unit of NTPC Singrauli, brought together power professionals to deliberate on the theme of “Reliable and Sustainable Generation, Asset Management, […]
ତୁକୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଏବଂ ବନ୍ଧୁମିଳନ ଉତ୍ସବ
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ତୁକୁଡ଼ା ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଏବଂ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଛି । ଉଚ୍ଚ ବିଦ୍ୟାଳୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କଲ୍ୟାଣକର ତ୍ରିପାଠୀ, ପୂର୍ବତନ ପ୍ରଧାନ ଶିକ୍ଷକ ବିପିନ ବିହାରୀ ମିଶ୍ର, ପୂର୍ବତନ ସଂସ୍କୃତ ଶିକ୍ଷକ ବ୍ରଜମୋହନ ଓଝା, ପର୍ବତନ କ୍ରିଡା ଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ଏବଂ ପୂର୍ବତନ କର୍ମଚାରୀ ଶ୍ରୀଯୁକ୍ତ ଲମ୍ବୋଦର ସାହୁ ବିଦ୍ୟାଳୟ ରୁ ଅବସର ନେଇଥିବା ଅବସରରେ ପୁରାତନ ଛାତ୍ର […]