ଛେଣ୍ତିପଦା : ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଜଙ୍ଗଲରେ ଅଭାବନୀୟ ଘଟଣା । ହିଙ୍ଗୁଳା ମାଇନ୍ସ ରେ ଚାକିରୀ କରେଇ ଦେବା ନାଁରେ ୯୫ ହଜାର ଟଙ୍କା ଠକିନେଇଥିଲେ। ଚାକିରୀ ମାଗିବାରୁ ସମ୍ପୃକ୍ତ ଯୁବକକୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା ପରେ ଆଜି ଘଟଣାର ପର୍ଦାଫାସ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ୫ ମାସ ପୂର୍ବରୁ ସମ୍ବଲପୁର ଜିଲ୍ଲା କତରଭଗା ଗ୍ରାମର ଲୋକନାଥ ମେହେରଙ୍କୁ ତାଳଚେର ହିଙ୍ଗୁଳା କୋଇଲା ଖଣିରେ ଚାକିରୀ […]
Category: chhendipada news
ବାଗଡ଼ିଆ ସର୍ବ ଭାରତୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ଯୋଗ ଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ
ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଗଡ଼ିଆ ହାଇସ୍କୁଲ ପଡିଆରେ ଦିବାରାତ୍ର ସର୍ବଭାରତୀୟ ଭଳିବଲ ଉଦଯାପନୀ ଟୁର୍ଣ୍ଣାମେଣ୍ଟରେ ଯୋଗଦେଲେ କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ । ଆନନ୍ଦ ସ୍ପୋର୍ଟସ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଭାଗ ନେଇଥିବା ବେଳେ ୨ଦିନ ଧରି ଦିବାରାତ୍ର ଖେଳ ହୋଇଥିଲା। ଅନ୍ୟତମ ଅତିଥି ଭାବେ ପାଲଲହଡା,ଅନୁଗୋଳ ଓ ଛେଣ୍ତିପଦା ବିଧାୟକ ଯୋଗଦେଇ ଖେଳାଳୀ ଓ ଖେଳ ପ୍ରେମୀଙ୍କୁ ଉସ୍ଚାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ । ଫାଇନାଲ୍ […]
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପକ୍ଷରୁ ନିଯୁକ୍ତି ମେଳା
କଣିହାଁ : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପବିତ୍ର ମୋହନ ଗୃହରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ , ବିଡ଼ିଓ ଦେବଦତ୍ତ ପ୍ରଧାନ ପ୍ରମୁଖ ଯୋଗାଇ ଏହି ନିଯୁକ୍ତି ମେଳାରେ ବ୍ଲକ୍ ର ପାଠପଢି ବେକାର ଥିବା ଯୁବକ ଯୁବତୀଙ୍କୁ ସ୍ବଳ୍ପ କାଳୀନ ଓ ଦୀର୍ଘ ମିଆଦୀ ପ୍ରଶିକ୍ଷଣ […]
ମା’ ଭଣେଶ୍ବରୀଙ୍କ ବାର୍ଷିକ ପୂଜା , ଯୋଗ ଦେଲେ ବିଧାୟକ
କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ୍ର ବାଲିପଟ୍ଟା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଣେଶ୍ବରୀ ଠାକୁରାଣୀଙ୍କର ବାର୍ଷିକ ପୂଜା ଗ୍ରାମବାସୀଙ୍କ ସହେଯାଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି । ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ମାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀଙ୍କ ଆଲମ ଓ ପୂଜାରେ ବ୍ୟବହୃତ ଭୋଗ ସାମଗ୍ରୀ ଗ୍ରାମ କୋଠଘର ଠାରୁ ଏକ ବିରାଟ ପାଟପଟୁଆରରେ ବାହରି ଗ୍ରାମ ପରିକ୍ରମା କରିବା ସହିତ ମା’ […]
ଜରପଡା ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ,ଯୋଗ ଦେଲେ ବିଧାୟକ
ଛେଣ୍ତିପଦା:ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବ୍ଲକ୍ ଜରପଡା ସରସ୍ବତୀ ଶିଶୁ ମନ୍ଦିର ରେ ଦଶମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଅତିଥିଭାବେ ଛେଣ୍ତିପଦା ବିଧାୟକ ଅଗସ୍ତି ବେହେରା , ସମ୍ବଲପୁର ସାଂସଦ ପ୍ରତିନିଧି ବିଜୟୀ କୁମାର ମାଝୀ ,ଛେଣ୍ତିପଦା ନିର୍ବାଚନ ମଣ୍ଡଳୀ ବିଜେପି ଯୁବମୁର୍ଚ୍ଚା ସଭାପତି ସରୋଜ କୁମାର ଦେବତା ପ୍ରମୁଖ ଯୋଗଦେଇ ଶିଶୁ ବିଦ୍ୟାମନ୍ଦିର ଶ୍ରେଷ୍ଠ ବିବେଚିତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କୁତ କରିବା ସହ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଅତିଥି ମାନେ ଦିଗଦର୍ଶନ […]
ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ
ଛେଣ୍ଡିପଦା: ମାନବିକତା ଦେଖାଇଲେ ଅନୁଗୋଳ ଏସଡିପିଓ ରମାକାନ୍ତ ମାହାଳିକୀ । ଅନୁଗୋଳ- ଛେଣ୍ଡିପଦା ରାସ୍ତାରେ କୋଶଳା ଜଙ୍ଗଲ ନିକଟରେ ସ୍କୁଟିରୁ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିବା ବେଳେ ଛେଣ୍ତିପଦାରୁ କାର୍ଯ୍ୟ ସାରୁ ଅନୁଗୋଳ ଫେରୁଥିବା ବାଟରେ ଦୁର୍ଘଟଣା ଦେଖି ଅଟକିବା ସହ ନିଜ ଗାଡ଼ି ବସାଇ କୋଶଳା ମେଡ଼ିକାଲରେ ଗୁରୁତର ଆହତ ଯୁବକ ଧନେଶ୍ୱର ହନୁମାନଙ୍କୁ ଭର୍ତ୍ତି କରାଇଛନ୍ତି । ଧନେଶ୍ୱରଙ୍କ ମୁଣ୍ଡ , କାନ୍ଧ ଓ ଗୋଡରେ ଆଘାତ ଲାଗିଛି । ଗୁରୁତର ଆହତଙ୍କ […]
ଅଙ୍ଗନବାଡି କର୍ମୀମାନଙ୍କୁ ଯୁବକଙ୍କ ଅସଦାଚରଣ ସହ ସ୍କୁଲ ଗେଟ୍ ପକେଇଲେ ତାଲା ,୬ଘଣ୍ଟା ପରେ ହେଲେ ଉଦ୍ଧାର
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପିମ୍ପଳବାହାଳ ଗାଁରେ ଯୁବକଙ୍କ ଉନ୍ମୋତକାଣ୍ଡ ଅଙ୍ଗନବାଡି କର୍ମୀମାନଙ୍କୁ ଅସଦାଚରଣ ସହ ପକେଇଲେ ତାଲା । ସୂଚନା ଯେ , ଆଜି ୧୫ଅଧିକ ଅଙ୍ଗନବାଡ଼ି ବୈଠକ କରୁଥିବା ବେଳେ ସେହି ଗ୍ରାମର ଯୁବକ ପିଣ୍ଟୁ ମହାପାତ୍ର ମଦ୍ୟପାନ କରି ପ୍ରଥମେ ଗାଳିଗୁଲଜ ପରେ ଫୋଟ ଉଠାଇବାକୁ ବାଧ୍ୟ କରିଥିଲେ । ଅଙ୍ଗନବାଡ଼ି କର୍ମୀମାନେ ବିରୋଧ କରିବାରୁ ଯୁବକ ଜଣକ ତାଲା ପକାଇ ଦେଇଥିଲେ। ଅଙ୍ଗନବାଡି କର୍ମୀ ମାନେ ଛେଣ୍ଡିପଦା ସିଡିପିଓ ଙ୍କୁ […]
ଜିନ୍ଦଲ ପ୍ରିମିୟର ଲିଗ ୨୦୨୪-୨୫ ଉଦଯାପିତ: ଏକ୍ସଷ୍ଟ୍ରିମ ଏସଏମଏସ ଇଣ୍ଡିଆ ଚାମ୍ପିୟନ
ଅନୁଗୁଳ : ପ୍ରାୟ ଗୋଟିଏ ମାସ ଧରି ଅନୁଗୁଳର ଜିନ୍ଦଲ ନଗରରେ ଚାଲିଥିବା ଜିନ୍ଦଲ ପ୍ରିମୟର ଲିଗ ୨୦୨୪-୨୫ ଉଦଯାପିତ ହୋଇଛି । ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର(ଜେଏସପି)ର ପ୍ରତିଭାବାନ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏହି କ୍ରିକେଟ ଲିଗ୍ ଡିସେମ୍ବର ୭ ତାରିଖରୁ ଆରମ୍ଭ ହୋଇ, ଜାନୁୟାରୀ ୧୭ ତାରିଖ ଯାଏଁ ଚାଲିଥିଲା । ଜେଏସପି ଅନୁଗୁଳର ମାନବ ସମ୍ବଳ ବିଭାଗ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ୩ଟି ବର୍ଗ ଯଥା- ଜେଏସପି ଜେଣ୍ଟସ୍, ଜେଏସପି […]
ବିନା ଯନ୍ତ୍ରୀରେ ଛାତ ନିର୍ମାଣ ,ନିମ୍ନମାନର କାର୍ଯ୍ୟକୁ ବିରୋଧ
ଛେଣ୍ଡିପଦା : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ବନରଖି ବାସଭବନ କାର୍ଯ୍ୟ ନିମ୍ନମାନର ନିର୍ମାଣକୁ ଠିକାଦାର ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି । ଅନ୍ୟ ପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ନିମ୍ନ ମାନର କାମ ଯୋଗୁଁ ସଙ୍ଘ ପକ୍ଷରୁ ବିରୋଧ ପରେ ଯନ୍ତ୍ରୀ ଦୀର୍ଘ ସମୟ ପରେ ଆସି ସଠିକ ଭାବରେ ରଡ ବନ୍ଧା ହୋଇନଥିବାରୁ କାମ ବନ୍ଦ ରହିଛି। ବାସଭବନ ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ ୧୬ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। […]
ମହିଳାଙ୍କ ମୃତ ଦେହକୁ ମେଡିକାଲରୁ ଜବତ , ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
ଛେଣ୍ଡିପଦା :ଅନୁଗୋଳ ଜିଲ୍ଲା ବାଗଡିଆ ଥାନା ପୋଲିସ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ମହିଳାଙ୍କ ମୃତଦେହକୁ ଜବତ କରିଥିବା ବେଳେ ମହିଳାଙ୍କୁ ଯୌତୁକ ଓ ମାନସିକ ନିର୍ଯ୍ୟାତନା ଦେଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ପରିବାର ଲୋକେ l ମୃତ ମହିଳା ଜଣଙ୍କ ହେଉଛନ୍ତି ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କ ସ୍ତ୍ରୀ ଓଷା ନାଏକ l ସୂଚନା ଯେ, ଛେଣ୍ଡିପଦା ଥାନା ଜାମ୍ବୁନାଳି ଗ୍ରାମର ଓଷା ନାଏକ ବାଗଡିଆ ଥାନା ପାତ୍ରପଡା ଗାଁର ଅର୍ଜୁନ ନାଏକଙ୍କୁ […]