ଅନୁଗୋଳ: ଆଂଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର ଆନୁକୁଲ୍ୟରେ ଭୁବନେଶ୍ୱର ଏକାମ୍ର କାନନରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଛି । ଏହି ବାର୍ଷିକ ପୁଷ୍ପ ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ୭ ତାରିଖରେ ଉଦଘାଟନ କରିଥିବା ବେଳେ ୧୨ ତାରିଖରେ ଏହି ପ୍ରଦର୍ଶନୀ ଉଦଯାପିତ ହୋଇଥିଲା ।ଜେଏସପିର ପୁଷ୍ପ ପ୍ରଦର୍ଶନୀ ଉଭୟ ବିଚାରକ ଏବଂ ପରିଦର୍ଶକଙ୍କୁ ଆକର୍ଷିତ କରିଥିଲା । […]
Category: chhendipada news
ଖଣ୍ତାରେ ଆକ୍ରମଣ ,ପିସ୍ତଲ ଦେଖାଇ ୪୯ ଜହାର ଟଙ୍କା ଲୁଟ୍
ଛେଣ୍ତିପଦା: ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା କମ୍ପସଲା ଗ୍ରାମ ନିକଟରେ ଜନ ସେବା କେନ୍ଦ୍ର ମାଲିକକୁ ଖଣ୍ତାରେ ଆକ୍ରମଣ ,ପିସ୍ତଲ ଦେଖାଇ ୪୯ ଜହାର ଟଙ୍କା ଲୁଟ୍ ଥାନାରେ ଅଭିଯୋଗ । ସୂଚନା ଯେ , କମ୍ପସଲା ଠାରେ କେନ୍ଦୁପସି ଗାଁର ଯୁବକ ଜିତେନ୍ଦ୍ର କୁମାର ସାହୁ ପ୍ରତେକ ଦିନ ପରି ଘରକୁ ଫେରୁଥିବା ବାଟରେ ଏକ ବାଇକ୍ ରେ ୨ଜଣ ଦୁର୍ବୁତ୍ତ ଖଣ୍ତାରେ ହାଣିବାସହ ପିସ୍ତଲ ଦେଖାଇ ଲାଫଟପ୍ , କାଗଜପତ୍ର ଓ ନଗଦ ୪୯ […]
ଜେଏସପିର ସଚେତନତା ରଥ: ବାଲ୍ୟ ବିବାହର ମୁକାବିଲା ପାଇଁ ଅଭିଯାନ ଆରମ୍ଭ
ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ତୁଲାଉଥିବା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବାଲ୍ୟ ବିବାହର ମୁକାବିଲା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ବାଲ୍ୟ ବିବାହର ସଂକଟ ସମ୍ପର୍କରେ ସମାଜକୁ ଅବଗତ କରିବା ସହ ଜିଲ୍ଲାରେ ଏହି ବେଆଇନ କାର୍ଯ୍ୟକୁ ରୋକିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି ।ଅନୁଗୁଳ ଜିଲ୍ଲାପାଳ ଅବଦାଲ ଅଖତର ଆନୁଷ୍ଠାନିକ ଭାବେ ଏହି ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ […]
ଭାଲୁ ଆକ୍ରମଣ ଜଣେ ଗୁରୁତର
ଛେଣ୍ତିପଦା: ଅନୁଗୋଳ ଜିଲ୍ଲାର ଜରପଡା ବନାଞ୍ଚଳ ପରା ବନଦୁର୍ଗା ମନ୍ଦିର ନିକଟରେ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ସେହି ଗାଁର ସୁମନ୍ତ ପ୍ରଧାନ ।ସୂଚନା ଯେ, ସୁମନ୍ତ ସଖାଳ ସମୟରେ ଗ୍ରମର ବନଦୁର୍ଗା ମନ୍ଦିର ନିକଟକୁ ଶୌଚ ପାଇଁ ଯାଇଥିବା ବେଳେ ଖାଦ୍ୟ ଅନ୍ବେଷଣରେ ଗାକୁ ଆସିଥିବା ଏକ ଭାଲୁ ଆକ୍ରମଣ କରିଥିଲା । ଫଳରେ ଗୁରୁତର ଆହତ ଅବସ୍ଥାରେ ଲୋକମାନେ ଉଦ୍ଧାର […]