କଣିହାଁ: ଅନୁଗୋଳ ଜିଲା କଣିହାଁ ବ୍ଲକ୍ର ବାଲିପଟ୍ଟା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭଣେଶ୍ବରୀ ଠାକୁରାଣୀଙ୍କର ବାର୍ଷିକ ପୂଜା ଗ୍ରାମବାସୀଙ୍କ ସହେଯାଗରେ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ ହୋଇଯାଇଛି । ପାଲଲହଡା ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ ଦେଇ ମାଙ୍କ ଆର୍ଶୀବାଦ ଭିକ୍ଷା କରିଥିଲେ। ପ୍ରଥମେ ଗ୍ରାମର ଆରାଧ୍ୟ ଦେବୀଙ୍କ ଆଲମ ଓ ପୂଜାରେ ବ୍ୟବହୃତ ଭୋଗ ସାମଗ୍ରୀ ଗ୍ରାମ କୋଠଘର ଠାରୁ ଏକ ବିରାଟ ପାଟପଟୁଆରରେ ବାହରି ଗ୍ରାମ ପରିକ୍ରମା କରିବା ସହିତ ମା’ […]