ବନ ବିଭାଗ ପକ୍ଷରୁ ହାତୀ ସୁରକ୍ଷା ପାଇଁ କାଚ-ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କାର୍ଯ୍ୟକମ ଛେଣ୍ଡିପଦା : ହାତୀ ସୁରକ୍ଷା ପାଇଁ ସଚେତନତା ରାଲି ସହ ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ପାତ୍ରପଡାର ମା’ ବାୟାଣୀ ପୀଠକୁ କାଚ-ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅନୁଗୋଳ ଡିଏଫଓଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ହନୁମାନଙ୍କ ତତ୍ତ୍ୱାବଧାନରେ ଦେବନଗର ଜଙ୍ଗଲ ନିକଟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବଣଭୋଜି ପାଇଁ ଆସୁଥିବା ପର୍ଯ୍ୟଟକ ପକାଇଥିବା କାଚ […]